Door43-Catalog_or_tn/HEB/09/08.md

2.0 KiB
Raw Permalink Blame History

ପଥ…ଏପର୍ଯ୍ୟନ୍ତ ପ୍ରକାଶିତ ହୋଇ ନାହିଁ

ଏଠାରେ: “ଈଶ୍ୱର ଏପର୍ଯ୍ୟନ୍ତ ପଥ ପ୍ରକାଶିତ କରିନାହାନ୍ତି” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ମହା ପବିତ୍ରସ୍ଥାନ

ସମ୍ଭାବନା ଅର୍ଥଗୁଡ଼ିକ ହେଲା: ୧) ପୃଥିବୀରେ ତମ୍ବୁର ଭିତର କୋଠରୀ (ଦେଖନ୍ତୁ ୟୁଡିବୀ) କିମ୍ବା ) ସ୍ୱର୍ଗରେ ଈଶ୍ୱରଙ୍କ ଉପସ୍ଥିତି|

ପ୍ରଥମ ତମ୍ବୁ ରହିଥିବା ପର୍ଯ୍ୟନ୍ତ

ସମ୍ଭାବନା ଅର୍ଥଗୁଡ଼ିକ ହେଲା: ୧) “ତମ୍ବୁର ବାହାର କୋଠରୀ ରହିଥିବା ପର୍ଯ୍ୟନ୍ତ (ଦେଖନ୍ତୁ ୟୁଡିବୀ) କିମ୍ବା ) “ବଳିଦାନର ପଦ୍ଧତି ଜାରି ରହେ” (ଦେଖନ୍ତୁ: ଲକ୍ଷଣିକ ଶବ୍ଦ)

ନିଦର୍ଶନସ୍ୱରୁପ

“ଛବି”

ବର୍ତ୍ତମାନ ସମୟ

“ଏହି ସମୟ”

ଉପାସକକୁ ବିବେକଗତ ସିଦ୍ଧି ଦାନ କରିପାରେ

“ଉପାସକକୁ ଅପରାଧରୁ ମୁକ୍ତ କରେ”

ଶୌଚକ୍ରିୟା ସଂଶୋଧନର ସମୟ

“ନିୟମାବଳୀ” କିମ୍ବା “ପ୍ରତିକାତ୍ମକ ଆଚ଼ରଣ”

ଶାରୀରିକ ବିଧିବିଧାନମାତ୍ର

ଭୌତିକ ଶରୀର ନିମନ୍ତେ ନିୟମାବଳୀ”

ବିବିଧପ୍ରକାର ପାଳନୀୟ ଶାରୀରିକ ବିଧିବିଧାନମାତ୍ର

ଏଠାରେ: “ଈଶ୍ୱର ଏହି ସମସ୍ତ ବିଧିବିଧାନ ଶରୀର ନିମନ୍ତେ ଦେଇଥିଲେ”

ନୂତନ ଆଦେଶ

“ନୂତନ ନିୟମ”