Door43-Catalog_or_tn/HEB/09/03.md

1.2 KiB

ଦ୍ୱିତୀୟ ଯବନିକାର ପଶ୍ଚାତରେ

ପ୍ରଥମ ପରଦା ତମ୍ବୁର ବାହାର କାନ୍ଥ ଥିଲା, ତେଣୁ “ଦ୍ୱିତୀୟ ପରଦା” ସେହି ପରଦା ଯାହା “ପବିତ୍ର ସ୍ଥାନ” ଓ “ମହାପବିତ୍ର ସ୍ଥାନ” ର ମଧ୍ୟସ୍ଥାନରେ ଥିଲା|

ଏହା ଭିତରେ

“ସେହି ନିୟମସିନ୍ଦୁକରେ ”

ମଞ୍ଜରିତ

“ପୁଷ୍ପରେ ଶୋଭିତ” କିମ୍ବା “ଅଙ୍କୁରିତ” କିମ୍ବା “ବୃଦ୍ଧି ହୋଇଥିବା ଓ ବିକସିତ ହୋଇଥିବା”

ପ୍ରସ୍ତର ଫଳକ

ପ୍ରସ୍ତରର ଏକ ସମତଳ ଅଂଶ ଯାହା ଉପରେ ଲେଖାଯାଇଥିଲା|

ବାହ୍ୟ ଆକାର

ଏକ ଖୋଦିତ କଳାକୃତି ଯାହା କିଛିବିଷୟର ଆକୃତି ଅଟେ|

କିରୂବ ଉପରେ ଛାୟା କରୁଥିଲେ

“କିରୂବଦ୍ୱୟ ଉପରେ ଥିଲେ”

ପାପାଛାଦନ

ନିୟମସିନ୍ଦୁକର ଶୀର୍ଷରେ ଥିଲେ