Door43-Catalog_or_tn/HEB/07/04.md

493 B

ଲେବୀଙ୍କ ସନ୍ତାନମାନଙ୍କ ମଧ୍ୟରୁ ଯେଉଁମାନେ ଯାଜକ ପଦ ପ୍ରାପ୍ତ ହୁଅନ୍ତି

ଏଠାରେ: “ଲେବୀଙ୍କ ଉତ୍ତରାଧିକାରୀମାନେ ଯେଉଁମାନେ ଯାଜକ ହୁଅନ୍ତି|” ଲେବୀଙ୍କ ଉତ୍ତରାଧିକାରୀମାନଙ୍କ ମଧ୍ୟରୁ ସମସ୍ତେ ଯାଜକ ହୁଅନ୍ତି ନାହିଁ|