Door43-Catalog_or_tn/HEB/06/01.md

395 B

ଆମ୍ଭେମାନେ ଅଗ୍ରସର ହେଉ

ଏଠାରେ: “ଆମ୍ଭେମାନେ ଆଗକୁ ବଢ଼ିବା”

ହସ୍ତାର୍ପଣ

ବିଶେଷ ସେବାକାର୍ଯ୍ୟ କିମ୍ବା ପଦ ପାଇଁ ଜଣକୁ ଅଲଗା କରିବା ନିମନ୍ତେ ଏହି ପ୍ରକାରେ କରାଯାଉଥିଲା|