Door43-Catalog_or_tn/HEB/04/12.md

1.6 KiB

ଈଶ୍ୱରଙ୍କ ବାକ୍ୟ

ଈଶ୍ୱରଙ୍କ ଲିଖିତ କିମ୍ବା କଥିତ ସମାଚାର

ଜୀବନ୍ତ ଓ କାର୍ଯ୍ୟସାଧକ

ଈଶ୍ୱରଙ୍କ ବାକ୍ୟ ଯେପରି ଏହା ଜୀବନ୍ତ ଅଟେ;ଏହା ଶକ୍ତିଶାଳୀ ମଧ୍ୟ ଅଟେ| (ଦେଖନ୍ତୁ: ବ୍ୟକ୍ତିତ୍ୱ ଆରୋପ)

ଦ୍ୱିଧାର ଖଡ୍‌ଗଠାରୁ ତୀକ୍ଷ୍ଣତର

ଈଶ୍ୱରଙ୍କ ବାକ୍ୟ ଆମ୍ଭମାନଙ୍କ ଆନ୍ତରିକ ବିଷୟକୁ ବିଦ୍ଧ କରେ| (ଦେଖନ୍ତୁ: ଉଦାହରଣ)

ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ

ଈଶ୍ୱରଙ୍କ ବାକ୍ୟ ଆମ୍ଭମାନଙ୍କ ଗୁପ୍ତ ସମସ୍ତ ଚିନ୍ତାକୁ ମଧ୍ୟ ଅନାବୃତ କରେ| (ଦେଖନ୍ତୁ: ବ୍ୟକ୍ତିତ୍ୱ ଆରୋପ) ଏବଂ (ଦେଖନ୍ତୁ: ରୁଢ଼୍ୟୋକ୍ତି)

ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଙ୍ଗ ଓ ଅନାବୃତ ଅଟେ

“ଈଶ୍ଵର, ଆମ୍ଭେମାନେ କିପରି ଜୀବନଯାପନ କରିଅଛୁ ସେହି ଅନୁସାରେ ଯିଏ ନ୍ୟାୟ କରିବେ, ସମସ୍ତ ବିଷୟ ଦେଖି ପାରନ୍ତି” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)