Door43-Catalog_or_tn/HEB/04/03.md

588 B

ଜଗତର ପତ୍ତନାବଧି ତ ସମସ୍ତ କର୍ମ ସମାପ୍ତ ହୋଇଥିଲା|

ଏଠାରେ: “ସେ ମଧ୍ୟ ଜଗତ ସୃଷ୍ଟି କରିବା ପୂର୍ବରୁ ଆପଣା ଯୋଜନା ସମୂର୍ଣ୍ଣ କରିଥିଲେ|”

ସେମାନେ ମୋହର ବିଶ୍ରାମରେ ପ୍ରବେଶ କରିବେ ନାହିଁ

“ଯେଉଁଠାରେ ମୁଁ ଅଛି ସେଠାରେ ସେମାନେ ମୋ' ସହିତ ବିଶ୍ରାମ କରିବେ ନାହିଁ”