Door43-Catalog_or_tn/HEB/01/10.md

892 B

ପୁତ୍ର ଦୂତମାନଙ୍କ ଠାରୁ ଶ୍ରେଷ୍ଠ ଅଟନ୍ତି ଦେଖାଇବା ନିମନ୍ତେ ଲେଖକ ଶାସ୍ତ୍ରରୁ ଉଦ୍ଧୃତ କରନ୍ତି|

ଜୀର୍ଣ୍ଣ ହୋଇଯିବ

ପୁରାତନ ହୋଇଯିବ

ବସ୍ତ୍ର

ପୋଷାକ

ସେହିସବୁ ଗୁଡ଼ାଇବ

ପୁରାତନ ପୋଷାକକୁ ଆପଣ କଅଣ କରିବେ ଯେତେବେଳେ ତାହା ବ୍ୟବହାର କରିବା ଶେଷ ହେବ, ଏହା ନିମନ୍ତେ କ୍ରିୟା ବାଚକ ବ୍ୟବହାର କରନ୍ତୁ|

ଆବରଣ

ଲମ୍ବା ଢିଲା ପୋଷାକ କିମ୍ବା ବାହାର ପୋଷାକ

ଶେଷ ହେବ ନାହିଁ

“କଦାପି ଶେଷ ହେବ ନାହିଁ”