Door43-Catalog_or_tn/HEB/01/08.md

1.2 KiB
Raw Permalink Blame History

ପୁତ୍ରଙ୍କ ବିଷୟରେ ସେ କହନ୍ତି

“ପୁତ୍ରଙ୍କ ବିଷୟରେ ଈଶ୍ୱର କହନ୍ତି”

ରାଜଦଣ୍ଡ

କ୍ଷମତା ଦେଖାଇବା ନିମନ୍ତେ ଏକ ବିଶେଷ ବାଡ଼ି ରାଜା କିମ୍ବା ରାଣୀ ଧରନ୍ତି

ତୁମ୍ଭକୁ ଅଧିକ ଆନନ୍ଦରୂପ ତୈଳରେ ଅଭିଷିକ୍ତ କରିଅଛନ୍ତି

“ତୁମ୍ଭକୁ ଅଧିକ ଆନନ୍ଦ ଦେଇଅଛନ୍ତି” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ଆନନ୍ଦରୂପ ତୈଳ

ସମ୍ଭାବନା ଅର୍ଥଗୁଡ଼ିକ ହେଲା: ୧) ସୁବାସିତ ତୈଳ ଯାହା ଲୋକେ ଉତ୍ସବଗୁଡ଼ିକରେ ବ୍ୟବହାର କରୁଥିଲେ (ଦେଖନ୍ତୁ ୟୁଡିବୀ) କିମ୍ବା ) ତୈଳରେ ଲୋକମାନେ ଅଭିଷିକ୍ତ ହେଉଥିଲେ ଯେତେବେଳେ ସେମାନେ ରାଜା ହେଉଥିଲେ, ଯେଉଁ ଘଟଣାରେ “ଆନନ୍ଦ” ସମ୍ମାନରୁ ଆସୁଥିଲା ଯାହା ଈଶ୍ୱର ଦିଅନ୍ତି|