Door43-Catalog_or_tn/HEB/01/01.md

649 B

ପ୍ରଭା

“ଆଲୋକ”

ତାହାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି

ଯେତେବେଳେ ଜଣେ ବ୍ୟକ୍ତି ପୁତ୍ରଙ୍କୁ ଦେଖେ, କିପରି ଈଶ୍ୱରଙ୍କ ରୂପ ତାହା ସେ ଦେଖେ|

ଆପଣା ଶକ୍ତିର ବାକ୍ୟ

“ତାହାଙ୍କ ଶକ୍ତିଶାଳୀ ବାକ୍ୟ”

ସେ ପାପରୁ ପରିଷ୍କାର କଲେ

“ସେ ଆମ୍ଭମାନଙ୍କୁ ପାପରୁ ଶୁଦ୍ଧ କରିବା କାର୍ଯ୍ୟ ସମାପ୍ତ କଲେ”