Door43-Catalog_or_tn/GAL/06/11.md

2.7 KiB
Raw Permalink Blame History

ବଡ଼ ଅକ୍ଷର ଗୁଡିକ

ଏହାର ଅର୍ଥ ଏହି ପରି ପାଉଲ ଯୋରଦେଇ କହିଛନ୍ତି ୧)ବାକ୍ୟକୁ ଅନୁଗମନ କରିବା କିମ୍ବା ) ସେହି ପତ୍ର ତାହାଙ୍କ ଠାରୁ ଆଶିଅଛି.

ମୋର ନିଜ ଲେଖାନରେ

ଏହାର ଅର୍ଥ ଏହିପରି ୧)ହୋଇପାରେ ପାଉଲଙ୍କୁ କେହି ସାହାଯ୍ୟ କରିଥିବେ ପତ୍ରର ସମସ୍ତଭାଗ ଲେଖିବା ପାଇଁ ଯେ ପ୍ରକାର ପାଉଲ କହିଥିବେ କଣ ଲେଖିବାକୁ ହେବ, କିନ୍ତୁ ପାଉଲ ନିଜେ ଏହି ପତ୍ରରସେଶ ଭାଗକୁ ଲେଖିଛନ୍ତି କିମ୍ବା ) ପାଉଲ ନିଜେ ସମସ୍ତ ପତ୍ର ଲେଖିଛନ୍ତି.

ଗୋଟେ ଉତ୍ତମ ଛବି ବନାଅ

“କାରଣ ଅନ୍ୟମାନେ ତାଙ୍କ ବିଷୟରେ ଉତ୍ତମ ଚିନ୍ତା କରନ୍ତି” କିମ୍ବା “ ଅନ୍ୟମାନେ ଚିନ୍ତା କରନ୍ତୁ କି ସେମାନେ ଉତ୍ତମ ବ୍ୟକ୍ତି ଅଟନ୍ତି”

ଶରୀରରେ

“ଦୃଶ୍ୟ ପ୍ରମାଣ ସହିତ” କିମ୍ବା “ନିଜର ସ୍ୱୋପ୍ରୟାଗ ଦ୍ୱାର”

ବିବଷ କରିବା

“ବାଧ୍ୟ” କିମ୍ବା “ଦୃଢ଼ ପ୍ରଭାବ ରଖିବା”

ଯେପରି ସେମାନେ ଖ୍ରୀଷ୍ଟଙ୍କ କ୍ରୁଶ ପାଇଁ ତାଡ଼ନା ନ ପାଅନ୍ତୁ

“ଯେପରି ଯିହୁଦିମାନେ ସେମାନଙ୍କୁ ତାଡ଼ନା ନ କରନ୍ତି କି କ୍ରୁଶ ଦ୍ୱାରା ଉଦ୍ଧାର ମିଳେ ଘୋସଣା କରିବା ବିଷୟରେ”

କ୍ରୁଶ

“କୃଶରେ ଯେଉଁ କାର୍ଯ୍ୟ ଯୀଶୁ କରିଅଛନ୍ତି” କିମ୍ବା “ମରଣ ଓ ପୁନର୍ଥାନ ଯୀଶୁଙ୍କର.” ଏଠାରେ ଶାରୀରିକ କ୍ରୁଶ୍ ବିଷୟରେ କୁହାଯାଇ ନାହିଁ.

ସେମାନେ ଚାହାନ୍ତି

“ସେଇ ଲୋକୋମାନେ ଯେଉମାନେ ସୁନ୍ନତ କରିବାକୁ ଇଛା କରନ୍ତି”

ଯେପରି ସେମାନେ ଗର୍ବ କରିପାରନ୍ତି

“ସେଇ ଲୋକୋମାନେ ଯେଉମାନେ ସୁନ୍ନତ କରିବାକୁ ଇଛା କରନ୍ତି ଏହା ତାହାଙ୍କ ପାଇଁ ଗର୍ବ କରିବାର ଗୋଟେ କାରଣ”