Door43-Catalog_or_tn/GAL/06/09.md

1.4 KiB
Raw Permalink Blame History

ଆମ୍ଭେ କେବେହେଲେ ଥକୀ ଯିବା ନାହିଁ

ଏହା ଏହିପରି ତର୍ଜମା କରାଯାଇ ପାରେ “ଆମ୍ଭେ ଚାଲୁ ରହିବା ଦରକାର୍”

ଭଲ କରିବା

ଅନ୍ୟର ଭଲ କରିବା ପାଇଁ ଭଲ କରୁ ଅଛି

ସଠିକ ସମୟ ପାଇଁ

“ପ୍ରତିକୁଳ ସମୟରେ” କିମ୍ବା “କାରଣ ଈଶ୍ଵର ଯେଉଁ ସମୟ ନିରୁପିତ କରିଅଛନ୍ତି”

ତାହା ପରେ

“ଏହାର ଏକ ପରିଣାମ ରୁପରେ” “ଏହି କାରଣ ହେତୁ”

ଯେପରି ଆମ ପାଖରେ ସୁଯୋଗ ଅଛି

ଏହାର ଅର୍ଥ ଏହିପରି ୧)ପ୍ରତ୍ୟେକ ସମୟରେ ଗୋଟେ ସୁଯୋଗ ଅଛି (ଦେଖନ୍ତୁ UDB) କିମ୍ବା ) “ସବୁ ସୁଯୋଗରେ.”

ଖାସକରିକୀ ସେହି ମାନଙ୍କୁ

“ଅଧିକାଂସ ସମସ୍ତ ଲୋକଙ୍କ ନିମନ୍ତେ” କିମ୍ବା “ବିଶେଷ ରୁପରେ ସେହି ଲୋକଙ୍କୁ”

ବିଶ୍ଵାସର ଗୃହ

“ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କରି ଈଶ୍ଵରଙ୍କ ପରିବାରର ଜଣେ ସଦଶ୍ୟ”