Door43-Catalog_or_tn/GAL/06/06.md

1.5 KiB

ଏକ

“ବ୍ୟକ୍ତି”

ରୋପଣ

ଏହି ରୁପକ ସେହି ବିଷୟକୁ ଦର୍ଶାଏ ଯାହା ଜଣେ ବ୍ୟକ୍ତି କରେ. (ଦେଖନ୍ତୁ:ରୁପକ)

ଫସଲ ଅମଳ

ଏହି ରୁପକ ତାହାକୁ ଦର୍ଶାଏ ଯାହା କ'ଣ ପରିଣାମ ଘଟିବ ଯେତେବେଳେ ଜଣେ ପୁରୁଷ କିମ୍ବା ସ୍ତ୍ରୀ କରନ୍ତି.

ଲୋକ … ତାହାଙ୍କ

“ବ୍ୟକ୍ତି … ସେ ବ୍ୟକ୍ତି.” ପାଉଲ ନିର୍ଦ୍ଧିଷ୍ଟ ଭାବରେ ପୁରୁଷ କୁ ଦର୍ଶାଉ ନାହାନ୍ତି.

ନିଜ ଶରୀରର ରୋପଣ

“ ସେହି କର୍ମ କରିବାକୁ ଯାହା ପାପ ସ୍ୱଭାବ କରିବାକୁ ଚାହେଁ”

ଶସ୍ୟ ଖରାପ ହୋଇଛି ନିଜ ଶରୀର ହେତୁ

“ଦଣ୍ଡ ପାଅନ୍ତୁ ଯାହା ତାଙ୍କ ପାପ ମୟ ଶରୀର କରିଅଛି”

ଆତ୍ମାଙ୍କର ରୋପଣ

“ଈଶ୍ଵରଙ୍କ ଆତ୍ମା ଯେଉଁ ବିଷୟ ପ୍ରେମ କରନ୍ତି ତାହା କର

ଆତ୍ମାଙ୍କ ଦ୍ଵାରା ଅମଳ କରିବା ଅନନ୍ତ ଜୀବନ ଅଟେ

“ଈଶ୍ଵରଙ୍କ ଆତ୍ମାଠାରୁ ଅନନ୍ତ ଜୀବନ ପାଅନ୍ତୁ ଏକ ପୁରସ୍କାର ସ୍ୱରୁପ”