Door43-Catalog_or_tn/GAL/06/03.md

1.3 KiB

ନିମନ୍ତେ

“କାରଣ |”ଏହି ଆଗତ ଶବ୍ଦ ଦର୍ଶାଏ ଯେ କାହିଁକି ଗାଲତୀୟ ମାନଙ୍କୁ କରିବା ଆବଶ୍ୟକ

  1. “ପରସ୍ପରର ଭାର ବହନ କର” (୫:୨୬) |

ସେ କିଛି ଅଟନ୍ତି

“ସେ କେହିଜଣେ ବହୁମୁଲ୍ୟ” କିମ୍ବା “ସେ ଅନ୍ୟ ମାନଙ୍କଠାରୁ ଉତ୍ତମ”

ସେ କିଛି ନାହାନ୍ତି

“ସେ ଗୁରୁତ୍ଵପୂର୍ଣ୍ଣ ନୁହେଁ” କିମ୍ବା “ସେ ଅନ୍ୟ ମାନଙ୍କଠାରୁ ଉତ୍ତମ ନୁହେଁ”

ପ୍ରତ୍ୟେକ ଜଣ ନିଶ୍ଚିତ

“ପ୍ରତ୍ୟେକ ବ୍ୟକ୍ତି କରିବା ଆବଶ୍ୟକ”

ପ୍ରତ୍ୟେକ ବ୍ୟକ୍ତି ନିଜର ଭାର ନିଜେ ଉଠାଇବେ

“ପ୍ରତ୍ୟେକ ବ୍ୟକ୍ତି ନିଜ କର୍ମ ଦ୍ଵାରା ବିଚାରିତ ହେବେ” କିମ୍ବା “ପ୍ରତ୍ୟେକ ବ୍ୟକ୍ତି ନିଜର କର୍ମ ନିମନ୍ତେ ନିଜେ ଦାଇ ହେବେ”

ପ୍ରତ୍ୟେକ ଜଣ ହେବେ

“ପ୍ରତ୍ୟେକ ବ୍ୟକ୍ତି”