Door43-Catalog_or_tn/GAL/05/22.md

999 B
Raw Permalink Blame History

ଆତ୍ମାଙ୍କର ଫଳ

“ଯାହା ଆତ୍ମାଙ୍କର ଉତ୍ପାଦନ”

ବ୍ୟବସ୍ଥା ଏହିବିଷୟର ବିରୋଧରେ ନୁହେଁ

ଏହାର ଅର୍ଥ ଏହିପରି ୧) “ମୋଶାଙ୍କ ବ୍ୟବସ୍ଥା ଏହିପରି ବର୍ଜିତ କରେ ନାହିଁ” କିମ୍ବା ) “କୌଣସି ବ୍ୟବସ୍ତ ଏହି ପ୍ରକାର ଚିନ୍ତା କିମ୍ବା କର୍ମ ବିରୋଧରେ ନୁହେଁ” (ଦେଖନ୍ତୁ UDB).

ଶରୀରର ମନ୍ଦ ଈଛା ଓ ତାହାର ଆକାଂକ୍ଷା କୁ କ୍ରୁଶରେ ହତ କରିଅଛି

“ଜାଗତିକ ସ୍ଵଭାବ ଓ ମନ୍ଦ ଈଚ୍ଛା ଗୁଡିକ ଏବଂ ଆପଣାର କୁ ଈଛା ଯଦି ଆମ୍ଭେ କ୍ରୁଶରେ କଣ୍ଟାବିଦ୍ଧ କରିଅଛୁ” (ଦେଖନ୍ତୁ:ରୁପକ)