Door43-Catalog_or_tn/GAL/05/19.md

735 B

ଶରୀରର କର୍ମ

“ପାପ ମାନବ ସ୍ଵଭାବର ଏକ ପରିଣାମ ସଦୃଶ ବାହରିଛି” ((ଦେଖନ୍ତୁ:ରୁପକ)

ଯିଏ ଏହି ପ୍ରକାର ବିଷୟକୁ ପାଳନ କରନ୍ତି ଈଶ୍ଵରଙ୍କ ରାଜ୍ୟ ସେମାନେ ଅଧିକାର କରିବେ ନାହି

“ଈଶ୍ଵର ଏହିପରି କର୍ମ କରୁଥିବା ବ୍ୟକ୍ତିଙ୍କୁ କେବେବି ପୁରସ୍କୃତ କରିବେନି” କିମ୍ବା “ଯେଉଁମନେ ଏହିପରି ବାରମ୍ବାର କରନ୍ତି ଈଶ୍ଵର ଅଶିର୍ବାଦ କରିବେନି”