Door43-Catalog_or_tn/GAL/05/16.md

1.1 KiB

ତୁମେ

ବହୁ ବଚ୍ଚନ

ଆତ୍ମାଙ୍କଦ୍ଵାର ଚାଲିବା

ଚାଲିବା ବଞ୍ଚୀବା ପାଇଁ ଏକ ରୁପକ | ଏହା ଏହିପରି ତର୍ଜମା କରାଯାଇ ପରେ “ପବିତ୍ର ଆତ୍ମା ଶକ୍ତିରେ ଆପଣା ଜୀବନ ସଞ୍ଚାଳନ କରିବା” କିମ୍ବା “ଆତ୍ମାଙ୍କ ଦ୍ଵାରା ସ୍ଵତନ୍ତ୍ର ବାବରେ ଆପଣା ଜୀବନ ଅତିବାହିତ କରିବା.” (ଦେଖନ୍ତୁ:ରୁପକ)

ତୁମେ ଆପଣା ଶରୀରର ଅଭିଳାସା ପୁରା କରିବା ନାହିଁ

“ତୁମେ ମଣିଷର ସ୍ଵଭାବ ଅନୁଶାରେ କରୁଥିବା ପାପର ଅଭିଳାସା ପୁରା କରିବା ନାହିଁ”

ବ୍ୟବସ୍ଥାର ଅଧିନରେ ନୁହେଁ

“ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ପାଇଁ ବାଧ୍ୟନୁହେଁ”