Door43-Catalog_or_tn/GAL/05/13.md

1.9 KiB
Raw Permalink Blame History

ପାଇଁ

ପାଉଲ ତାଙ୍କ କହିବା ଶବ୍ଦର କାରଣ ଦେଉଅଛନ୍ତି ୫:୧୨ ରେ.

ଈଶ୍ଵର ତୁମକୁ ଆହ୍ୱାନ କରିଅଛନ୍ତି … ସ୍ୱତନ୍ତ୍ର ହେବାକୁ

ଏହାର ଅର୍ଥ ଏହିପରି 1) “ଈଶ୍ଵର ତାଙ୍କର ଲୋକ ହେବା ପାଇଁ ବାଛି ଅଛନ୍ତି ଏଥି ନିମନ୍ତେ ଆପଣ(ବହୁ ବଚ୍ଚନ) ମୁକ୍ତ ହେଇ ପାରିବେ” କିମ୍ବା ) “ଈଶ୍ଵର ତୁମକୁ ଆଜ୍ଞା କରିଅଛନ୍ତି ସ୍ଵତନ୍ତ୍ର ହେବାକୁ”

ଭାଇମାନେ

“ଭାଇ ଓ ଭୋଉଣୀମାନେ”

କେବଳ

କିମ୍ବା “କିନ୍ତୁ.”ପାଉଲ ଏଠାରେ କହନ୍ତି ସ୍ଵତନ୍ତ୍ରତା “ଶାରିରୀକ କର୍ମ କରିବାର ସୁବିଧା କରେ ନାହିଁ.”

ଶାରିରୀକ କର୍ମ କରିବାର ସୁବିଧା

“ଏକ ସୁଯୋଗ ତୁମ୍ଭର(ବହୁବଚ୍ଚନ) ପାପମୟ ସ୍ଵଭାବ ଅନୁଶାରେ କରିବା ପାଇଁ,” ବିଶେଷ ରୁପରେ ଯାହା ନିଜକୁ କିମ୍ବା ପଡ଼ୋଶିକୁ କ୍ଷତି କରିଥାଏ

ସମସ୍ତ ବ୍ୟବସ୍ଥା ଗୋଟିଏ ଅଜ୍ଞାରେ ପୁରା ହୋଇଛି ତାହା ଏହି

ଏହାର ଅର୍ଥ ଏହିପରି ୧) “ଆପଣ ସମସ୍ତ ବ୍ୟବସ୍ଥା ଗୋଟିଏ ଆଜ୍ଞାରେ ରଖିପାରିବେ” କିମ୍ବା ) “ତୁମେ ଗୋଟେ ଆଜ୍ଞା ମାନିବା ଦ୍ଵାରା, ତୁମେ ସମସ୍ତ ବ୍ୟବସ୍ଥା ପାଳନ କରିଅଛ, ସେହି ଏକ ଅଜ୍ଞା ଏହା ଅଟେ |”