Door43-Catalog_or_tn/GAL/05/05.md

3.5 KiB
Raw Permalink Blame History

ନିମନ୍ତେ

“ଏହି କାରଣ ହେତୁ |” ଏହି ପଦ ଦେଉଥିବା ଗୋଟିଏ କାରଣ “ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରୁ ବିମୁଖ ହୋଇଅଛ… ତୁମ୍ଭେମାନେ ଅନୁଗ୍ରହରୁ ଉଣା ପଡିଅଛ” ପଦ ୪ .

ବିଶ୍ଵାସ ଦ୍ୱାରା ଆମ୍ଭେମାନେ ଧାର୍ମିକତାର ଦୃଢ଼ ବିଶ୍ଵାସକୁ ଅପେକ୍ଷା କରୁଅଛୁ

ଏହାର ଅର୍ଥ ଏହିପରି ୧) “ଆମ୍ଭେମାନେ ବିଶ୍ଵାସ ଦ୍ୱାରା ଧାର୍ମିକତାର ଦୃଢ଼ ବିଶ୍ଵାସ ନିମନ୍ତେ ଅପେକ୍ଷା କରୁଅଛୁ” କିମ୍ବା ) “ ଆମ୍ଭେମାନେ ଧାର୍ମିକତାର ଦୃଢ଼ ବିଶ୍ୱାସର ଅପେକ୍ଷା କରୁଅଛୁ ଯାହା ବିଶ୍ୱାସ ଦ୍ୱାରା ମିଳେ”

ଆମ୍ଭେ

ଏହା ପାଉଲଙ୍କୁ ଓ ଅନ୍ୟ ବ୍ୟକ୍ତିମାନଙ୍କୁ ଦର୍ଶାଏ ଯେଉଁମାନେ ଖ୍ରୀଷ୍ଟିୟାନମାନଙ୍କ ସୁନ୍ନତ ବିଦ୍ଧିର ବିରୋଧ କରନ୍ତି | ଗାଲାତୀୟମାନଙ୍କ ସହିତ ନିଶ୍ଚିତ ଭାବରେ ସେ ନିଜେ | (ଦେଖନ୍ତୁ: ସମବେତ)

ଅପେକ୍ଷାରେ

ଆଶାର ସହିତ, ଉତ୍ଶାହସହିତ, ଧର୍ଯ୍ୟ ପୁର୍ବକ

ଧାର୍ମିକତାର ଦୃଢ଼ ବିଶ୍ଵାସ

“ଈଶ୍ୱର ଆମକୁ ଧାର୍ମିକ ଘୋଷଣା କରିବେ ଏହା ଆମର ଦୃଢ଼ ବିଶ୍ବାସ”

ନା ସୁନ୍ନତ କିଛିଅଟେ କିଅବା ଅସୁନ୍ନତ କିଛି ଅଟେ

ଯିହୁଦୀ କିମ୍ବା ଅଣଯିହୁଦୀ ହେଇଥିବା ବ୍ୟକ୍ତିଙ୍କ ପାଇଁ ଲକ୍ଷଣାଳଙ୍କାର. (ଦେଖନ୍ତୁ: ଲକ୍ଷଣାଳଙ୍କାର)

କିନ୍ତୁ ତାହା ବଦଳରେ କେବଳ ପ୍ରେମ ଦ୍ୱାରା ବିଶ୍ଵାସ କାର୍ଯ୍ୟ କରୁଅଛି

“କିନ୍ତୁ ତାହା ବଦଳରେ, ଈଶ୍ୱର ଆମ୍ଭର ଈଶ୍ୱର ବିଶ୍ୱାସ ପ୍ରତି ଯତ୍ନବାନ୍, ଯାହା ଅନ୍ୟକୁ ପ୍ରେମ କରିବା ଦ୍ୱାରା ପ୍ରଦର୍ଶିତ ହୋଇଅଛି”

ତୁମ୍ଭେ ଦୌଡୁଥିଲ

“ତୁମ୍ଭେମାନେ ଅଭ୍ୟାସ କରୁଥିଲ ଯାହା ଯୀଶୁ ଶିଖାଇଛନ୍ତି”

ଯାହା ତାହାଙ୍କଠାରୁ ନୁହେଁ ଯିଏ ତୁମ୍ଭକୁ ଡାକିଛନ୍ତି ତାହା କରିବା ନିମନ୍ତେ ପ୍ରବର୍ତ୍ତାଇବା

“ ସେ ଯେ ତୁମ୍ଭକୁ ଯାହା ଈଶ୍ୱର ନୁହେଁ ପ୍ରବର୍ତ୍ତାଏ, ଯିଏ ତୁମ୍ଭକୁ ତାଙ୍କର ଲୋକ ହେବାକୁ ଡାକନ୍ତି

ମନାଇବା

ଜଣକୁ ମନାଇବା ଯେପରି ସେହି ବ୍ୟକ୍ତି ଯାହା ସତ୍ୟ ଏବଂ ଭିନ୍ନ ଭାବାରେ କାର୍ଯ୍ୟକାରୀ ବୋଲି ବିଶ୍ୱାସ କରିଥିଲା ତାକୁ ଫେରି ପାଇବା |