Door43-Catalog_or_tn/GAL/05/03.md

2.1 KiB

ପ୍ରମାଣ ଦେବା

“ଘୋଷଣା” କିମ୍ବା “ସାକ୍ଷୀ ସ୍ୱରୁପରେ ସେବା କରିବା”

ସେହି ପୁରୁଷଗଣଙ୍କୁ ଯିଏ ସୁନ୍ନତ ହୋଇଅଛନ୍ତି

“ ସେହି ପୁରୁଷଗଣ ଯିଏ ଯିହୁଦୀ ହୋଇଅଛନ୍ତି |” ପାଉଲ ସୁନ୍ନତ ପ୍ରଥାକୁ ଯିହୁଦୀ ଭାବରେ ଏକ ଲକ୍ଷଣାଳଙ୍କାର ସଦୃଶ ବ୍ୟବହାର କରୁଅଛନ୍ତି | (ଦେଖନ୍ତୁ: ଲକ୍ଷଣାଳଙ୍କାର)

ଅନୁଗ୍ରହିତ

“ବାଧ୍ୟ” କିମ୍ବା “ବାଧ୍ୟତାମୂଳକ” କିମ୍ବା “ଦାସତ୍ୱ ପରି”

କରିବାକୁ

“ବାଧ୍ୟହେବାକୁ”

ତୁମ୍ଭେ ଖ୍ରୀଷ୍ଟଙ୍କଠାରୁ ବିମୁଖ ହୋଇଅଛ

“ତୁମ୍ଭେ ଆପଣା ସମ୍ପର୍କ ଖ୍ରୀଷ୍ଟଙ୍କଠାରୁ ତୁଟାଇଅଛ”

ବ୍ୟବସ୍ଥା ଦ୍ୱାରା ସିଦ୍ଧ ହେବାକୁ ଇଛା କରୁଅଚ୍ଛ

“ ପଥକୁ.ଦେଖୁଅଛ ବ୍ୟବସ୍ଥା ମାନିବା ଦ୍ୱାରା ଈଶ୍ୱର ତୁମକୁ ଧର୍ମୀ ବୋଲି ଘୋଷଣା କରିବେ” ଯିହୁଦୀ ଧର୍ମ ନିମନ୍ତେ ବ୍ୟବସ୍ଥା ଆଳଙ୍କାରିକ ସ୍ୱରୂପ|

ତୁମ୍ଭେମାନେ ଅନୁଗ୍ରହରୁ ଉଣା ପଡିଅଛ

ପାଉଲ ଏଠାରେ ଏପରି ଏକ ବ୍ୟକ୍ତିକୁ ତୁଳନା କରୁଅଚ୍ଛନ୍ତି ଯିଏ ନିସ୍ପତି କରିଛନ୍ତି ଯାହାର ଆବଶ୍ୟକ ନାହିଁ କିମ୍ବା ଖ୍ରୀଷ୍ଟଙ୍କର ଅନୁଗ୍ରହ ଆବଶ୍ୟକ କରେ ନାହିଁ ଯେପରି ଜଣେ ଉତ୍ତମ ଉଚ୍ଚ ସ୍ଥାନରୁ ମନ୍ଦ ତଳ ସ୍ଥାନକୁ ପଡ଼ିଥାଏ . (ଦେଖନ୍ତୁ: ରୁପକ)