Door43-Catalog_or_tn/GAL/05/01.md

1.1 KiB

ଏହା ସ୍ୱାଧିନତା ହେତୁ

ଅନୁବାଦ "ସ୍ୱାଧୀନତା" ଉପରେ ଗୁରୁତ୍ଵ ଦେବାର ଆବଶ୍ୟକ ରହିଛି ବୈଷମ୍ୟ ମଧ୍ୟରେ ଦାସତ୍ୱର ସହିତ ପୁର୍ବ ପଦରେ କଥା ହେଇଥିଲେ |

ନିମନ୍ତେ

“ ଆମ୍ଭକୁ ପ୍ରଦାନ କରିବା ନିମନ୍ତେ”

ଅଟଳ ହୋଇ ଛିଡା ହେବା

“ ଯେଉଁଠାରେ ଅଛ ସେହିଠାରେ ରୁହ,” ଯଦ୍ୟପି ଲୋକମାନେ ତୁମକୁ ହଟିବାକୁ ବାଧ୍ୟ କରୁଛନ୍ତି

ଯଦି ତୁମେ ସୁନ୍ନତ ହେଇଅଛ

“ଯଦି ତୁମେ ଯିହୁଦୀ ଧର୍ମକୁ ଫେରିବ |”ପାଉଲ ସୁନ୍ନତପ୍ରଥା ବ୍ୟବହାର କରୁଛନ୍ତି ଯିହୁଦୀ ଧର୍ମର ଲକ୍ଷଣାଳଙ୍କାର ସଦୃଶ | (ଦେଖନ୍ତୁ: ଲକ୍ଷଣାଳଙ୍କାର)