Door43-Catalog_or_tn/GAL/04/21.md

1.3 KiB
Raw Permalink Blame History

ମୋତେ କୁହ

“ମୁଁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଚି.” ପ୍ରଶ୍ନଟି ସେ ଯାହା ପଚାରିବେ ତାହା ଆଳଙ୍କାରିକ ଅଟେ | ଯଦି ତୁମକୁ ତର୍ଜମା କରିବାକୁ ହୁଏ ଆଳଙ୍କାରିକ ପ୍ରଶ୍ନ ଏକ ବିବରଣରେ , ତେବେ ଏହି ପ୍ରକାର ତର୍ଜମା କରିପାର “ମୁଁ ତୁମକୁ କିଛି କହିବାକୁ ଚାହୁଁଛି.” (ଦେଖନ୍ତୁ: ଆଳଙ୍କାରିକ ପ୍ରଶ୍ନ)

ତୁମ୍ଭେ କଅଣ ଶୁଣୁନାହଁ ବ୍ୟବସ୍ଥା କଅଣ କହୁଅଛି?

“କଅଣ ତୁମେ ଶୁଣିନାହଁ ବ୍ୟବସ୍ଥା କଅଣ କହେ?” କିମ୍ବା “ତୁମକୁ ଶିଖିବାର ଅଛି ପ୍ରକୃତରେ ବ୍ୟବସ୍ଥା କଅଣ କହେ” କିମ୍ବା “ମତେ ତୁମକୁ କହିବାକୁ ଦିୟ କି ବ୍ୟବସ୍ଥା କଅଣ କହେ.” ପାଉଲ ପରିଚୟ କରୁଛନ୍ତି ଯେ ସେ କଅଣ କହିବାକୁ ଯାଉଅଛନ୍ତି ୨୩ ପଦରେ |