Door43-Catalog_or_tn/GAL/04/17.md

1021 B

ଅତି ଆବେଗରେ ତୁମ୍ଭକୁ ଖୋଜୁ…ସେମାନଙ୍କ ଅନୁଗମନ କର…ଉତ୍ତମ ଉଦ୍ଦେଶ୍ୟ ପାଇଁ ଉତ୍ତେଜିତ ହୁଅ

ଏହା ଏହି ପ୍ରକାର ତର୍ଜମା କରାଯାଇ ପାରିବ “ତୁମ୍ଭର ଅନୁଗମନ ହେଉ…ତାଙ୍କର ଅନୁଗମନ କର…ଉତ୍ତମ ବିଷୟର ଅନୁଗମନ କର ”ତିନୋଟି କ୍ଷେତ୍ରରେ ଗୋଟିଏ ଶବ୍ଦକୁ ବ୍ୟବହାର କରାଯାଇଛି.

ଅଲଗା ହେବା

ନିଷ୍ଠାରେ, ଶାରୀରିକ ଦୁରତା ନୁହେଁ

ତାଙ୍କୁ ଅନୁଗମନ କର

“ତାହା କର ଯାହା ସେ କରିବାକୁ କହିଅଛନ୍ତି.”

ଏହା ଇଚ୍ଛାକରିବା ଉତ୍ତମ

“ଏହା ଉତ୍ତମ ବିଷୟ ତାହା ସେମାନେ ଚାହାନ୍ତି”