Door43-Catalog_or_tn/GAL/04/12.md

1.2 KiB

ମାଗିବା

ମାଗିବାପାଇଁ କିମ୍ବା ଦୃଢ଼ର ସହିତ ଅନୁରୋଧ କରିବା (ଦେଖନ୍ତୁ UDB). ଏହି ଶବ୍ଦ ଅର୍ଥ କିମ୍ବା ଖାଦ୍ୟ କିମ୍ବା ଶାରୀରିକ ଜିନିଷ ମାଗିବା ପାଇଁ ବ୍ୟବହାର କରାଯାଇ ନାହିଁ |

ତୁମ୍ଭେ ମୋହର କୌଣସି କ୍ଷତି କରିନାହଁ

ଏହା ଏହି ପ୍ରକାର ତର୍ଜମା କରାଯାଇ ପାରେ “ତୁମେ ମୋତେ ଭଲରେ ଆଦର କରିଅଛ” କିମ୍ବା “ତୁମେ ସେହି ପ୍ରକାର ସମ୍ମାନ ଦେଇଅଛ ଯେ ପ୍ରକାର ତୁମ୍ଭେ ଦେଇଥାଅ |” (ଦେଖନ୍ତୁ: Litotes)

ମୋ ଶରୀରରେ ତୁମ୍ଭ ପାଇଁ କଣ ପରୀକ୍ଷା ଥିଲା

ଏହା ଏହି ପ୍ରକାର ତର୍ଜମା କରାଯାଇ ପାରେ “କଅଣ କଷ୍ଟ ଥିଲା ମୋ ଶରୀରରେ ଦେଖିବା ପାଇଁ”

ତୁମେ

ବହୁବଚନ

ତିରସ୍କାର

“ଅତ୍ୟଧିକ ଘୃଣାକରିବା”