Door43-Catalog_or_tn/GAL/04/10.md

878 B

ଯତ୍ନରେ ନିରୀକ୍ଷଣ କର

“ରଖନ୍ତୁ” କିମ୍ବା “ଉତ୍ସବ ପାଳନ |” ପାଉଲ ଏଠାରେ ଉପବାସ ଓ ଭୋଜନପାନ ବିଷୟରେ କହୁଛନ୍ତି |

ତୁମ୍ଭପାଇଁ ପରିଶ୍ରମ କରିଅଛି

“ତୁମମାନଙ୍କୁ ଯୀଶୁଙ୍କ ବିଷୟରେ ଶିକ୍ଷାଦେବାପାଇଁ କଠିନ ପରିଶ୍ରମ କରିଅଛି |” ଏହି ଶବ୍ଦ ନୁତନ ନିୟମରେ କେବେହେଁ ସନ୍ତାନ ଜନ୍ମ ବିଷୟରେ ବ୍ୟବହାର କରାଯାଇ ନାହିଁ |

ବୃଥାରେ

“ବିନା ପ୍ରଭାବ ସହିତ” କିମ୍ବା “ବିନା ଉଦେଶ୍ୟରେ”

ତୁମ୍ଭେ

ବହୁବଚନ