Door43-Catalog_or_tn/GAL/04/03.md

1009 B

ଆମ୍ଭେ

ସମସ୍ତେ ଖ୍ରୀଷ୍ଟିୟାନ,ପାଉଲଙ୍କର ପାଠକଗଣ ସହିତ (ଦେଖନ୍ତୁ: ସମେତ)

ବ୍ରହ୍ମାଣ୍ଡର ମୌଳିକ ସିଦ୍ଧାନ୍ତ ଗୁଡିକ

ଏଠାରେ ସୁର୍ଯ୍ୟ, ଚନ୍ଦ୍ରକୁ ଓ ତାରା ମଧ୍ୟ ଉଲ୍ଲେଖ କରାଯାଇ ପାରେ, କିଛି ଲୋକ ଭାବନ୍ତି ଯାହା ପୃଥିବୀରେ ହୁଏ ତାହାଏହା ଦ୍ୱାରା ନିୟନ୍ତ୍ରିତ ହୁଏ କିଅବା ଏହାକୁ ଏପରି ଦର୍ଶାଯାଇପାରିବ ଅବ୍ୟକ୍ତିଗତ ବିଷୟ ଯେପରି ବ୍ୟବସ୍ଥା କିମ୍ବା ନୈତିକ ସିଦ୍ଧାନ୍ତ.

ହୋଇପାରେ

କିମ୍ବା “ହେବ”

ଆଗକୁ ପଠାଗଲେ

କିଅବା “ପଠାଯିବା” କିଅବା “ପଠାଗଲେ”