Door43-Catalog_or_tn/GAL/03/19.md

1.4 KiB

ତେବେ ବ୍ୟବସ୍ଥା କେଉଁଥିପାଇଁ ଥିଲା?

“ତେବେ କାହିଁକି ବ୍ୟବସ୍ଥା ଦିଆ ଯାଇଥିଲା?” କିମ୍ବା “କାହିଁକି ସଦପ୍ରଭୁ ବ୍ୟବସ୍ଥା ଦେଇଥିଲେ?”

ଏହା ଯୋଗ କରାଯାଇଥିଲା

“ଈଶ୍ୱର ଏହା ଯୋଗ କଲେ” କିମ୍ବା “ଈଶ୍ୱର ବ୍ୟବସ୍ଥା ଯୋଗ କଲେ”

ସେହି

“ଲୋକମାନେ”

ବ୍ୟବସ୍ଥା ବଳର ସହିତ ସ୍ୱର୍ଗଦୁତଙ୍କ ମାଧ୍ୟମରେ ମଧ୍ୟସ୍ଥିମାନଙ୍କୁ ଦିଆ ଯାଇଥିଲା

“ ସ୍ୱର୍ଗଦୁତମାନେ ବ୍ୟବସ୍ଥା ଜାରିକଲେ ଏବଂ ଏକ ମଧ୍ୟସ୍ଥି ତାହା ବନ୍ଦପୂର୍ବକ ଭାବେ ଲାଗୁ କଲେ”

ଜବରଦସ୍ତ କରିବା

ଏକ ବଳ ପ୍ରୟୋଗ କରିବାର ଏକ ମାଧ୍ୟମ

ମଧ୍ୟସ୍ଥି

ମୋଶା

ଏକ ମଧ୍ୟସ୍ଥି ଏକରୁ ଅଧିକ ବ୍ୟକ୍ତିକୁ ସୂଚିତ କରେ

“ଏକ ମଧ୍ୟସ୍ଥିର ଉପସ୍ଥିତି ଏକରୁ ଅଧିକ ବ୍ୟକ୍ତି କାର୍ଯ୍ୟ କରୁଥିବା ସୂଚିତ କରେ”