Door43-Catalog_or_tn/GAL/03/13.md

958 B

ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ଵରୂପ ହେଲେ

“ଈଶ୍ୱର ଆମ ପ୍ରତିବଦଳରେ ତାହାକୁ ଦଣ୍ଡ ଦେଲେ”

ଗଛରେ ଝୁଲା ଗଲେ

ଏହି ପ୍ରସଙ୍ଗ ସେହି ପ୍ରଥାକୁ ଦେଖାଏ ଯେଉଁଠି ଏକ ନିର୍ଦ୍ଧିଷ୍ଟ ନମୂନାରୂପକ ଭାବରେ ଜଣକର ମୃତଶରୀର ଝୁଲା ଯାଏ | ପାଉଲ ଏହା ଆଶା କରୁଛନ୍ତି ଲୋକ ସମୁହ ବୁଝନ୍ତୁ କି ଯୀଶୁ ଖ୍ରୀଷ୍ଟଙ୍କୁ ଦର୍ଶାଏ ଯିଏ କ୍ରୁଶରେ ଝୁଲିଥିଲେ.

ହେଇପାରେ

“ହେବ”

ଆମ୍ଭେ

ସହିତ, ପାଉଲ ନିଜେ ଅଣ ଯିହୁଦୀଙ୍କ ସହିତ ନିଜକୁ ଅନ୍ତର୍ଭୁକ୍ତ କରୁଥିଲେ