Door43-Catalog_or_tn/GAL/03/06.md

2.5 KiB

ଏହା ତାଙ୍କ ନିମନ୍ତେ ଧାର୍ମିକତା ବୋଲି ଗଣାଗଲା

ଈଶ୍ୱର ଅବ୍ରାହାମଙ୍କ ବିଶ୍ୱାସ ଈଶ୍ୱରଙ୍କ ପ୍ରତି ଦେଖିଲେ , ତେଣୁ ଈଶ୍ୱର ଅବ୍ରାହାମଙ୍କୁ ଧାର୍ମିକ ବୋଲି ଗଣନା କଲେ |

ସେମାନେ ଯିଏ ବିଶ୍ୱାସ କଲେ

“ଲୋକମାନେ ଯିଏ ବିଶ୍ୱାସ କଲେ”

ଅବ୍ରାହାମର ସନ୍ତାନ ଗଣ

“ଅବ୍ରାହାମ୍‌ର ଵଂଶଧର ,” ତାହାଙ୍କ ଶାରୀରିକ ଵଂଶଧର ନୁହେଁ , କିନ୍ତୁ ଧାର୍ମିକ ଠିକ୍ ସେହି ଭାବରେ ଯେମିତି ଅବ୍ରହାମ୍‌ ଥିଲେ (ଦେଖନ୍ତୁ: ରୁପକ ବିଷୟ)

ପୁର୍ବରୁ ଦେଖିଥିବା

“ଭବିଷ୍ୟବାଣୀ” କିମ୍ବା “ହେବା ପୁର୍ବରୁ ଦେଖିବା.” କାରଣ ଈଶ୍ୱର ଅବ୍ରାହାମଙ୍କୁ ପ୍ରତିଜ୍ଞା କରିଥିଲେ ଓ ସେମାନେ ତାହା ଲେଖି ଥିଲେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିଜ୍ଞା ଆସିବା ପୁର୍ବରୁ, ଶାସ୍ତ୍ର ଏହିପରି ଯେମିତି ଜଣେ ବ୍ୟକ୍ତି ଆଗରୁ ଜାଣିଅଛି ଭବିଷ୍ୟରେ କଅଣ ଘଟିବାକୁ ଯାଉଛି | (ଦେଖନ୍ତୁ: ବ୍ୟକ୍ତିତ୍ୱଆରୋପ)

ତୁମ ଠାରେ

“କାରଣ ଯେଉଁ କାର୍ଯ୍ୟ ତୁମ୍ଭେ କରିଅଛ” (UDB) କିମ୍ବା “କାରଣ ଆମ୍ଭେ ତୁମ୍ଭକୁ ଆଶିର୍ବାଦ କରିଅଛୁ”

ସମସ୍ତ ଦେଶ ଗୁଡିକ

“ସମସ୍ତ ପ୍ରକାର ମନୁଷ୍ୟ ଜାତି ଏହି ଜଗତର” (UDB) | ଈଶ୍ୱର ଗୁରୁତ୍ଵ ଦେଉଥିଲେ ଯେ ସେ ତାହାଙ୍କ ମନୋନିତ ଜାତି କେବଳ ଯିହୁଦୀ ମାନଙ୍କୁ ଅନୁଗ୍ରହ କରୁନାହାନ୍ତି, | ଈଶ୍ୱରଙ୍କର ଉଦ୍ଧାର କରିବାର ଯୋଜନା ଦୁହେଁ ଯିହୁଦୀ ଓ ଅଣଯିହୁଦୀଙ୍କ ପ୍ରତି ଥିଲା |

ବିଶ୍ଵାସ ରଖ

ଈଶ୍ୱରଙ୍କୁ ବିଶ୍ଵାସ କର