Door43-Catalog_or_tn/GAL/02/20.md

886 B

ମୁଁ ରଦ୍ଦ କରି ନାହିଁ

“ମୁଁ ଗୋଟେ ପକ୍ଷରେ ରଖୁନାହିଁ ” (UDB) କିମ୍ବା “ମୁଲ୍ୟହୀନ କରୁନାହିଁ”

ଯଦି ଧାର୍ମିକତା ବ୍ୟବସ୍ଥା ଦ୍ୱାରା ଆସିଥାନ୍ତା, ତେବେ ଖ୍ରୀଷ୍ଟଙ୍କର ମୃତ୍ୟୁବରଣ ବୃଥା ମାତ୍ର

ତାହା, କାରଣ ଧାର୍ମିକତା ବ୍ୟବସ୍ଥା ଦ୍ଵାରା ଆସିନାହିଁ, ଖ୍ରୀଷ୍ଟ ବିନା କାରଣରେ ମୃତ୍ୟୁବରଣ କରିନାହାନ୍ତି |

ବିନା କାରଣରେ ମୃତ୍ୟୁବରଣ କରିନାହାନ୍ତି

“ବିନା ମୃତୁବରଣରେ କୌଣସି ବିଷୟ ପୁରା ହେଇନାହିଁ!”