Door43-Catalog_or_tn/GAL/02/17.md

762 B

କେବେହଁ ନୁହେଁ!

“ଅବଶ୍ୟ ତାହା ସତ୍ୟ ନୁହେଁ!” ଏହି ଅଭିବ୍ୟକ୍ତି ପ୍ରଭାବିତ କରିବାକୁ ଲେଖା ଯାଇଥିବା ପୁର୍ବବର୍ତ୍ତୀ ପ୍ରଶ୍ନର ନକାରାତ୍ମକ ଉତ୍ତରର ଦୃଢ଼ ସମ୍ଭାବନା ଦିଏ | ହୁଏତ ଆପଣ ଚାହୁଁଥିବେ ସମାନ ପ୍ରକାରର ଅଭିବ୍ୟକ୍ତି ଯାହା ନିଜ ଭାଷାରେ ଅଛି ତାହା ଯେପରି ବ୍ୟବହାର କରିପାରିବେ . (ଦେଖନ୍ତୁ: ପ୍ରଭାବିତ କରିବାକୁ ଲେଖା ଯାଇଥିବା ପ୍ରଶ୍ନ )