Door43-Catalog_or_tn/GAL/02/11.md

1.3 KiB

ମୁଁ ତାଙ୍କ ସମୁଖରେ ତାଙ୍କୁ ବିରୋଧ କଲି

“ମୁଁ ତାଙ୍କୁ ବ୍ୟକ୍ତିଗତ ଅନୁଯୋଗ କଲି” କିମ୍ବା “ ମୁଁ ତାଙ୍କ କାର୍ଯ୍ୟ ପ୍ରକ୍ରିୟା ଗୁଡିକର ବ୍ୟକ୍ତିଗତ ଆହ୍ଵାନ କଲି”

ପୁର୍ବରୁ

ସମୟ ସମ୍ପର୍କିତ

ସେ ବନ୍ଦକଲେ

“ସେ ସେମାନଙ୍କ ସହ ଖାଇବା ବନ୍ଦ କରିଲେ”

ଏହି ଲୋକମାନଙ୍କ ଭୟରେ

“କାରଣ ସେ ଡରିଗଲେ କାଳେ ଏହି ଲୋକ ମାନେ ବିଚାର କରିବେ ହୁଏତ ସେ କିଛି ଭୁଲ୍ କାର୍ଯ୍ୟ କରୁଥିବେ” କିମ୍ବା “କାରଣ ସେ ଡରିଗଲେ ହୁଏତ ଏହି ଲୋକମାନେ ତାଙ୍କୁ କିଛି ଖରାପ କାର୍ଯ୍ୟ କରୁଅଛନ୍ତି ବୋଲି ଦୋଷ ଲଗାଇବେ ”

ଲୋକମାନେ ଯାହାଙ୍କର ସୁନ୍ନତ କରାଯାଇଥିଲା

ଯିହୁଦୀ

ଦୁରରେ ରଖାଗଲା

“ଦୁରରେ ରହିଲେ” କିମ୍ବା “ପରିତ୍ୟାଗ କଲେ”