Door43-Catalog_or_tn/GAL/02/09.md

720 B

ଦେଲେ … ସହଭାଗିତାର ଦକ୍ଷିଣ ହସ୍ତ

“ସ୍ଵାଗତ କଲେ … ସହକର୍ମୀ ସ୍ଵରୁପେ ” କିମ୍ବା “ ସ୍ଵାଗତ କଲେ … ସମ୍ମାନର ସହିତ”

ଦକ୍ଷିଣ ହସ୍ତ

ଏହା ବହୁବଚନରେ ତର୍ଜମା କରାଯିବା ଆବଶ୍ୟକ ଯାହା ଦର୍ଶାଏ ଅନେକ ହସ୍ତ ଗୁଡିକୁ ଲାଭ କରନ୍ତି: “ତାଙ୍କର ଦକ୍ଷିଣ ହସ୍ତ ଗୁଡିକ.”

ଗରିବକୁ ସ୍ମରଣ କରନ୍ତୁ

“ଗରିବର ଅବଶ୍ୟକତାର ଯତ୍ନ ନିଅନ୍ତୁ”