Door43-Catalog_or_tn/GAL/02/03.md

1.9 KiB

ମିଥ୍ୟା ଭାଇମାନେ ଗୁପ୍ତଭାବରେ ପଠାଗଲେ

“ ଯେଉଁ ଲୋକମାନେ ଖ୍ରୀଷ୍ଟିୟାନ୍ ଭଳି ଛଳନା କରୁଥିଲେ ସେମାନେ କାହାରି ଜ୍ଞାତସାରକୁ ନଆସି ଅନେକ କ୍ଷତିର କାରଣ ହେଲେ”

ଗୁପ୍ତଚର

ଗୁପ୍ତଭାବରେ ଲୋକଙ୍କ ଉପରେ ନଜର ରଖନ୍ତି କି ସେମାନେ ତାହାଙ୍କୁ କ୍ଷତିକରିବା ଉଦ୍ଦେଶ୍ୟରେ କଅଣ କରନ୍ତି

ମୁକ୍ତି

ସ୍ଵାଧିନତା (ଦେଖ UDB)

ଆମ୍ଭମାନେ ଯେପରି ବ୍ୟବସ୍ଥାର କ୍ରିତଦାସ କରାଯିବୁ

“ ଆମ୍ଭମାନଙ୍କୁ ବ୍ୟବସ୍ଥା ମାନିବା ପାଇଁ ବାଧ୍ୟ କରିବା.” “ବ୍ୟବସ୍ଥା”ଏହା ଯିହୁଦୀ ରୀତିନିତିକୁ ପାଳନ କରିବାକୁ ଦର୍ଶାଏ, ବିଶେଷକରି ସୁନ୍ନତ ପ୍ରଥା | (ଦେଖ ଆଳଙ୍କାରିକ)

ବଶ୍ୟତା ଉପୁଜାଇବା

“ଅଧୀନ କରିବା” କିଅବା “ଶୁଣିବା”

ତୁମ୍ଭ ନିମନ୍ତେ ଯେପରି ଅପରିବର୍ତ୍ତନୀୟ ରହେ

“ତୁମ୍ଭଠାରେ ବନିରହେ” କିଅବା “ ତୁମ୍ଭ ପାଇଁ ଅପରିବର୍ତ୍ତନୀୟ ହୋଇରହିବା” କିଅବା “ତୁମ୍ଭପାଇଁ ଅପରିବର୍ତ୍ତନ ହୋଇ ରହିଥିବା”

ତୁମ୍ଭେ

ବହୁ ବଚନ

ସେମାନେ ବାଞ୍ଛାକଲେ

“ଏହି ଗୁପ୍ତଚରମାନେ ବାଞ୍ଛାକଲେ” କିଅବା “ଏହି ମିଥ୍ୟା ଭାଇମାନେ ବାଞ୍ଛାକଲେ”