Door43-Catalog_or_tn/GAL/02/01.md

1.1 KiB

ପ୍ରସ୍ଥାନ କଲେ

କିଅବା “ଯାତ୍ରାକଲେ.”ଯିରୁଶାଲମ୍ ପାହାଡ଼ୀ ଦେଶରେ ଅବସ୍ଥିତ. ଯିହୁଦୀ ମାନେ ମଧ୍ୟ ଯିରୁଶାଲମକୁ ପୃଥିବୀରେ ସ୍ଵର୍ଗର ଅତି ନିକଟତର ସ୍ଥାନଭାବରେ ଦେଖୁଥିଲେ, ହୁଏତ ପାଉଲ ଆଳଙ୍କାରିକ ଭାବରେ କହୁଥିଲେ |

ମୋର ଯିବା ଆବଶ୍ୟକ

“ଯିରୁଶାଲମକୁ ଯାଅ.” କିଅବା “ସେଠାକୁ ଯାଅ”

ଅନ୍ୟମାନଙ୍କୁ ନେତୃତ୍ଵ ଦେଉଥିବା ଖ୍ୟାତି ସମ୍ପନ ବ୍ୟକ୍ତିଗଣ

“ବିଶ୍ଵାସୀ ମାନଙ୍କର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ନେତାଗଣ ” (UDB)

କୈୗଣସି ବିଷୟ ପାଇଁ ନୁହେଁ

“କୌଣସି ଲାଭନିମନ୍ତେ ନୁହେଁ” କିମ୍ବା “ବ୍ୟର୍ଥରେ କାର୍ଯ୍ୟ କରନ୍ତି” (UDB)