Door43-Catalog_or_tn/GAL/01/18.md

856 B

ଈଶ୍ୱରଙ୍କ ଠାରେ, ଦୃଷ୍ଟିପାତ କର

ପାଉଲ ଚାହୁଁଥିଲେ କି ଗାଲାତୀୟ ମାନେ ବୁଝନ୍ତୁ କି ପାଉଲ ସମ୍ପୁର୍ଣ ଭାବରେ ଗମ୍ଭୀର ଅଟନ୍ତି ଆଉ ସେ ଜାଣିଥିଲେ କି ସେ ଯାହା କହନ୍ତି ଈଶ୍ଵର ତାହା ଶୁଣନ୍ତି ଏବଂ ସେ ତାହାର ବିଚାର କରିବେ ଯଦି ସେ ସତ୍ୟ ନ କୁହନ୍ତି |

ଯେଉଁ ବିଷୟରେ ମୁଁ ଲେଖୁଅଛି ସେଥିରେ ମୁଁ କିଛି ମିଥ୍ୟା କହୁନାହିଁ

“ଯେଉଁ ପତ୍ର ମୁଁ ତୁମ୍ଭକୁ ଲେଖୁଅଛି ସେଥିରେ ମୁଁ ମିଥ୍ୟା କହୁନାହିଁ |