Door43-Catalog_or_tn/GAL/01/15.md

1.6 KiB
Raw Permalink Blame History

ସେ ମୋତେ ଆପଣା ଅନୁଗ୍ରହରେ ଡାକିଲେ

ସାମ୍ଭବ୍ୟ ଅର୍ଥ ଗୁଡିକ “ଈଶ୍ବର ତାହାଙ୍କ ସେବା ନିମନ୍ତେ ଡାକି ଅଛନ୍ତି କାରଣ ସେ ଅନୁଗ୍ରହକାରୀ ଅଟନ୍ତି” କିମ୍ବା ) “ଅନୁଗ୍ରହ ନିମନ୍ତେ ମତେ ସେ ଡାକିଅଚ୍ଛନ୍ତି.”

ଯେପରି ତାହାଙ୍କ ପୁତ୍ରଙ୍କୁ ମୋ ଠାରେ ପ୍ରକାଶ କରିବା ପାଇଁ

ସାମ୍ଭବ୍ୟ ଅର୍ଥ ଗୁଡିକ 1) “ଯେପରି ତାଙ୍କର(ଈଶ୍ୱରଙ୍କ) ପୁତ୍ରଙ୍କୁ ଜାଣିବା ପାଇଁ ଅନୁମତି ଦେବେ” (ଦେଖନ୍ତୁ UDB) କିମ୍ବା ) “ ଯେପରି ମୋ ଦ୍ୱାରା ଜଗତ ଜାଣିବ ଯୀଶୁ ହିଁ ଈଶ୍ୱରଙ୍କ ପୁତ୍ର.”

ତାହାଙ୍କୁ ଘୋଷଣା କରିବା

“ ଈଶ୍ୱରଙ୍କ ପୁତ୍ରଙ୍କ ଘୋଷଣା କରିବା” କିମ୍ବା “ଈଶ୍ୱରଙ୍କ ପୁତ୍ରଙ୍କ ବିଷୟରେ ଶୁଭ ସମ୍ବାଦ ପ୍ରଚାର କରିବା”

ରକ୍ତ ଓ ମାଂସ ସହିତ ପରାମର୍ଶ କରିବା

“ଲୋକ ମାନଙ୍କୁ ପଚାରନ୍ତୁ ଯେପରି ଏହି ସମ୍ବାଦ ବୁଝିବାରେ ମୋତେ ସାହାଯ୍ୟ କରିବେ”

ଯିବା

“ଯାତ୍ରା”