Door43-Catalog_or_tn/GAL/01/13.md

1.2 KiB

ଆଗେଇବା

“ପ୍ରଗତି କରିବା” କିମ୍ବା “ଅଗ୍ରଗାମୀ ହେବା.” ଏହି ରୂପକ ଏକ ସ୍ଥିତି ପୂରା ହେବା ଦେଖାଯାଏ ଯିହୁଦୀ ଏକ ସ୍ଥାନ ଭାବରେ ଯାହା ଅଭିମୁଖେ ପାଉଲ ନିଜ ଯୁଗରେ ଯାତ୍ରା କରୁଥିଲେ | (ଦେଖ: ରୂପକ)

ପୁର୍ବ ଜୀବନ

“ଏକ ସମୟର ବ୍ୟବହାର” କିମ୍ବା “ଆଗର ଜୀବନ” କିମ୍ବା “ପୂର୍ବତନ ଜୀବନ”

ପରିମାଣରୁ ଉପରେ

“ଅତ୍ୟନ୍ତ ଭାବରେ” କିମ୍ବା “ଅତ୍ୟଧିକ ଭାବରେ” କିମ୍ବା “ ଅଧିକରୁ ଅଧିକ ମୁଁ ଯେପରି କରିପାରେ” କିଅବା “ ଆବଶ୍ୟକ ଠାରୁ ଅଧିକ”

ବିନାଶକାରୀ

“ବିନଷ୍ଟ କରିବା”

ସହଯୋଗୀ

“ସେହି ସମୟର ଯିହୁଦୀ ଲୋକମାନେ”

ପିତୃଗଣ

କିମ୍ବା “ପୂର୍ବଜ.”