Door43-Catalog_or_tn/GAL/01/11.md

941 B

ମୁଁ ଏହା କାହାଠାରୁ ପାଇନାହିଁ … ନା ମୁଁ କେବେ ଶିଖିନାହିଁ

“ମୁଁ ସୁସମାଚାର ଶୁଣିନାହିଁ … ନା ମୁଁ ସୁସମାଚାର ଶିଖିନାହିଁ ”

ଏହା ଖ୍ରୀଷ୍ଟ ଯୀଶୁଙ୍କ ଦ୍ଵାରା ମୋ ପ୍ରତି ପ୍ରକାଶନ ଥିଲା

ଏହାର ଅର୍ଥ ଏହିପରି ହୋଇପାରେ “ଖ୍ରୀଷ୍ଟ ଯୀଶୁ ନିଜେ ଆପଣା ସୁସମାଚାର ମୋ ଉପରେ ପ୍ରକାଶ କଲେ” କିମ୍ବା “ଈଶ୍ୱର ମୋତେ ସୁସମାଚାର ଜଣାଇଲେ ଯେତେବେଳେ ସେ ଖ୍ରୀଷ୍ଟ ଯୀଶୁ କିଏ ଥିଲେ ମୋତେ ଦେଖାଇଲେ”

ମନୁଷ୍ୟ ମାତ୍ର

“ମନୁଷ୍ୟ ଉତ୍ପତ୍ତି”