Door43-Catalog_or_tn/GAL/01/08.md

3.2 KiB

ପ୍ରଚାର କରିବା ଆବଶ୍ୟକ

“ପ୍ରଚାର କରିବା” କିଅବା “ପ୍ରଚାର କରିବା ପାଇଁ ଯାଇଥିଲେ ” ଏହା ଦର୍ଶାଉ ଅଛି ଯେ ଯାହା କେବେ ଘଟିନାହି ଓ ଘଟିବା ମଧ୍ୟ ଆବଶ୍ୟକ ନାହିଁ. (ଦେଖ: କାଳ୍ପନିକ ପରିସ୍ଥିତି)

ଏହି ଗୋଟିକରୁ ଅଲଗା

“ସୁସମାଚାର ଠାରୁ ଭିନ୍ନ” କିଅବା “ବାକ୍ୟଠାରୁ ଭିନ୍ନ”

ସେ ନିଶ୍ଚୟ ଶାପଗ୍ରସ୍ତ ହେଉ

“ଯେ ସର୍ବଦା ଅନ୍ୟ ପ୍ରକାର ସୁସମାଚାର ପ୍ରଚାର କରିଅଛି ପରମେଶ୍ୱର ତାହାକୁ ଦଣ୍ଡ ଦେବା ଆବଶ୍ୟକ ” (ଦେଖନ୍ତୁ UDB)| ଯଦି ଶାପଗ୍ରସ୍ତ ଶବ୍ଦର ଆପଣଙ୍କ ଭାଷାରେ କୌଣସି ବ୍ୟକ୍ତି ପ୍ରତି ବ୍ୟବହୃତ ସାଧାରଣ ଉଚାରଣ ପ୍ରକ୍ରିୟା, ତେବେ ତାହା ବ୍ୟବହାର କରିପାରିବେ |

ଏବେ କି ମୁଁ ମନୁଷ୍ୟମାନଙ୍କର କି ଈଶ୍ୱରଙ୍କର ପ୍ରିୟପାତ୍ର ହେବାକୁ ଇଛାକରୁଛି ? କିଅବା ମନୁଷ୍ୟମାନଙ୍କୁ କି ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଅଛି ?

ଏହି ଆଳଙ୍କାରିକ ପ୍ରଶ୍ନଗୁଡିକର ଉତ୍ତର “ନା” ଅଶା କରାଯାଏ | ଏହାକୁ ଏହିପରି ତର୍ଜମା କରାଯାଇ ପାରିବ “ମୁଁ ମନୁଷ୍ୟମାନଙ୍କର ସମ୍ମତି ଖୋଜୁନାହିଁ କିନ୍ତୁ ତା ପରିବର୍ତ୍ତେ ମୁଁ ଈଶ୍ୱରଙ୍କର ସମ୍ମତି ଖୋଜୁଅଛି |ମୁଁ ମଣିଷକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁନାହିଁ |”(ଦେଖ: ଆଳଙ୍କାରିକ ପ୍ରଶ୍ନ) ତର୍ଜମା ଟିପ୍ପଣୀ

ଉଭୟ ତଥାପି ମୁଁ ଲୋକମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛି , ମୁଁ ଖ୍ରୀଷ୍ଟଙ୍କର ଦାସ ନୁହେଁ

ଦୁହେଁ “ଯଦି” ପର୍ଯ୍ୟାୟ ଏବଂ "ତେବେ” ପର୍ଯ୍ୟାୟ ଗୁଡିକ ତଥ୍ୟ ର ବିପରୀତ | ଯାହା ଏହି ପ୍ରକାର ତର୍ଜମା କରାଯାଇପାରିବ “ମୁଁ ବର୍ତ୍ତମାନ ସୁଧା ଲୋକୋମାନଙ୍କୁ ସନ୍ତୁଷ୍ଟକରିବାକୁ ଚେଷ୍ଟା କରୁନାହିଁ; ମୁଁ ଜଣେ ଖ୍ରୀଷ୍ଟଙ୍କ ଦାସ ଅଟେ” କିଅବା “ଯଦି ମୁ ତଥାପି ମନୁଷ୍ୟକୁ ସନ୍ତୁଷ୍ଟକରିବାକୁ ଚେଷ୍ଟା କରୁଛି ତାହେଲେ ମୁ କେବେହେଁ ଖ୍ରୀଷ୍ଟଙ୍କ ଦାସ ହେଇନଥାନ୍ତି.”