Door43-Catalog_or_tn/GAL/01/06.md

1.3 KiB
Raw Permalink Blame History

ମୁଁ ଚମତ୍କୃତ ଯେ ତୁମ୍ଭେମାନେ ଏଡ଼େ ଶୀଘ୍ର ବିମୁଖ ହେଉଅଛ

ଆଉ ଏକ ସମ୍ଭବ ଅର୍ଥ “ମୁ ଆଶ୍ଚର୍ଯ୍ୟ ଯେ କିପରି ଏତେ ଶୀଘ୍ର ତୁମର ପରିବର୍ତ୍ତନ ହେଉଅଛି ”

ଯାହା ଆଶ୍ଚର୍ଯ୍ୟ

“ତାହା ଦେଖି ଚମତ୍କୃତ ”

ତୁମ୍ଭେ ବିମୁଖ ହେଉଅଛ

ସମ୍ଭବ ଅର୍ଥ ଗୁଡିକ ୧) “ତୁମ୍ଭେ ଆପଣା ମନର ପରିବର୍ତ୍ତନ କରୁଅଛ” କିଅବା ) “ତୁମ୍ଭେ ଆପଣା ବିଶ୍ୱସ୍ତତା ପରିତ୍ୟାଗ କରୁଅଛ|”

ଯେ ତୁମକୁ ଆହ୍ୱାନ କଲେ

“ପରମେଶ୍ୱର ଯେ ତୁମକୁ ଆହ୍ୱାନ କଲେ”

ଖ୍ରୀଷ୍ଟଙ୍କ ଅନୁଗ୍ରହରେ

ଯାହା ଏହି ପ୍ରକାର ତର୍ଜମା କରାଯାଇପାରିବ “ଖ୍ରୀଷ୍ଟଙ୍କ ଅନୁଗ୍ରହ ହେତୁ ” କିଅବା ଖ୍ରୀଷ୍ଟଙ୍କର ଅନୁଗ୍ରହଯୁକ୍ତ ବଳିଦାନ ହେତୁ |”

ପୁରୁଷଗଣ

“ ଲୋକମାନେ ”