Door43-Catalog_or_tn/GAL/01/03.md

905 B

ଆମ୍ଭର ପାପ ନିମନ୍ତେ

“ ଯେଉଁ ପାପର ଦଣ୍ଡ ନିମନ୍ତେ ଅମ୍ଭେମାନେ ଯୋଗ୍ୟ ଥିଲୁ ତାହା ନେବା ନିମନ୍ତେ”

ଯେପରି ସେ ବର୍ତ୍ତମାନର ମନ୍ଦ ଯୁଗରୁ ଆମ୍ଭମାନଙ୍କର ଉଦ୍ଧାର ସାଧନ କରି ପାରନ୍ତି

“ଯେଉଁ ମନ୍ଦ ଶକ୍ତି ଅଜିର ଦୁନିଆରେ କାର୍ଯ୍ୟ କରୁଅଛି ତାହାଠାରୁ ଆମ୍ଭମାନଙ୍କୁ ଯେପରି ସେ ମୁକ୍ତ କରି ପାରନ୍ତି”

ଆମର ପିତା ଓ ପରମେଶ୍ୱର

ଯାହା ଦର୍ଶାଏ “ପରମେଶ୍ୱର ଆମ୍ଭର ପିତା.” ସେ ଆମ୍ଭର ପରମେଶ୍ୱର ଓ ଆମ୍ଭର ପିତା |