Door43-Catalog_or_tn/EPH/06/19.md

1.2 KiB

ସେହି ବାକ୍ୟ ମୋତେ ଦିଆଯାଇଅଛି

“ସେହି ଈଶ୍ୱର ବାକ୍ୟଟି ମୋତେ ଦିଆଯାଇଅଛି ” ବା “ଈଶ୍ୱର ମୋତେ ସମ୍ବାଦ ଦେଇଥାଇପାରନ୍ତି ” (ଦେଖ:ପ୍ରତ୍ୟକ୍ଷ ବା ପରୋକ୍ଷ)

ଯେତେବେଳେ ମୁଁ ମୋର ମୁଖ ସାହସପୂର୍ବକ ଖୋଲି ଜଣାଏ

“ଯେତେବେଳେ ମୁଁ ସାହସସହ ଜଣାଇ କହେ ”

ଯେଉଁଥିପାଇଁ ମୁଁ ଜଣେ ଶୃଙ୍ଖଳାବଦ୍ଧ ରାଷ୍ଟ୍ରଦୂତସ୍ୱରୂପ ଅଟେ

“ମୁଁ ବର୍ତ୍ତମାନ ବନ୍ଦୀ କାରଣ ମୁଁ ଜଣେ ସୁସମାଚାରର ପ୍ରତିନିଧି ଅଟେ ”

ଯେପରି ମୋର ବନ୍ଦିତ୍ୱ ଅବସ୍ଥାରେ ମୁଁ ଯଥୋଚିତ କଥା ସାହସ ପ୍ରାପ୍ତ ପରି କହିପାରେ

“ଯେପରି ମୁଁ ବନ୍ଦି ଅବସ୍ଥାରେ ଏଠାରେ ରହି ଯେପରି ଈଶ୍ୱରଙ୍କ ସମ୍ବାଦ ସାହସରୂପେ କହିପାରେ ”