Door43-Catalog_or_tn/EPH/06/17.md

1.9 KiB

ପୁଣି ପରିତ୍ରାଣରୂପ ଶିରସ୍ତ୍ରାଣ ନିଅ

ପରିତ୍ରାଣ ଈଶ୍ୱରଙ୍କ ଦ୍ୱାରା ଦତ୍ତ ବିଶ୍ୱାସୀର ମନକୁ ସୁରକ୍ଷା କରେ ଠିକ ଯେପରି ଜଣେ ସୈନିକର ମସ୍ତକକୁ ଶିରସ୍ତ୍ରାଣ ସୁରକ୍ଷା କରେ | (ଦେଖ: ତୁଳନାତ୍ମକ)

ଆତ୍ମାଙ୍କର ଖାଡ଼୍‌ଗ , ଯେଉଁଟା ଈଶ୍ୱରଙ୍କ ବାକ୍ୟ

ଈଶ୍ୱରଙ୍କ ବାକ୍ୟ ପବିତ୍ରଆତ୍ମାଙ୍କ ଦ୍ୱାରା ନିଃସୃତ ଜଣେ ବିଶ୍ୱାସୀ ମନ୍ଦଠାରୁ ରକ୍ଷା ଏବଂ ଯୁଦ୍ଧ ନିମନ୍ତେ ବ୍ୟବହାର କରିପାରେ ଠିକ ଯେପରି ଜଣେ ସୈନିକ ଶତ୍ରୁର ଆକ୍ରମଣଗୁଡିକରୁ ଖାଡ଼୍‌ଗ ବ୍ୟବହାର କରି ରକ୍ଷା ଏବଂ ଯୁଦ୍ଧରେ ପ୍ରୟୋଗ କରିବ | (ଦେଖ: ତୁଳନାତ୍ମକ)

ପ୍ରାର୍ଥନା ଓ ନିବେଦନରେ ସମସ୍ତ ସମୟ ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର

“ସମସ୍ତ ସମୟ ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର ଯେପରି ପ୍ରାର୍ଥନା ଏବଂ ନିର୍ଦ୍ଧିଷ୍ଟ ନିବେଦନଗୁଡିକ କର ”

ସମସ୍ତ ସାଧୁମାନଙ୍କ ନିମନ୍ତେ ଏକାନ୍ତ ସମସ୍ତ ଦୀର୍ଘସହିଷ୍ଣୁତା ଓ ପ୍ରାର୍ଥନା କର

“ଏକାନ୍ତ ଜାଗି ରହି ଏବଂ ସମସ୍ତ ବିଶ୍ୱାସୀମାନଙ୍କ ନିମନ୍ତେ ପ୍ରାର୍ଥନା କର ”