Door43-Catalog_or_tn/EPH/06/05.md

2.5 KiB

ଦାସମାନେ, ଆଜ୍ଞାବହ ହୁଅ

“ତୁମ୍ଭେ ଦାସମାନେ, ଆଜ୍ଞାବହ ହେବା ଉଚିତ”

ପୁଣି ଭୟ ଓ କମ୍ପ ସହ ତୁମ୍ଭମାନଙ୍କର ହୃଦୟର ସରଳତାରେ ଖ୍ରୀଷ୍ଟଙ୍କ ପରି ହୁଅ

“ଏବଂ ଭୟ ଓ କମ୍ପ ସହ, ଠିକ ଯେପରି ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଆଜ୍ଞାବହ ହୁଅ ”

ଗଭୀର ସମ୍ମାନ ଓ କମ୍ପ ସହ

ଏହିଭଳି ଦୁଇ ସମାନ ରାସ୍ତା ଜଣଙ୍କର କର୍ତ୍ତାଙ୍କୁ ସମ୍ମାନ ବିଷୟରେ ଦର୍ଶାଏ | (ଦେଖ:ଦୈତବୋଧତା)

କେବଳ ସେମାନଙ୍କୁ ସନ୍ତୁଷ୍ଟ କଲା ପରି ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ଦୃଷ୍ଟିପାତ କରୁଛନ୍ତି

“ ସର୍ବଦା କାର୍ଯ୍ୟକର ଯେପରି ଖ୍ରୀଷ୍ଟଙ୍କ ନିଜ ନିମନ୍ତେ ତୁମ୍ଭମାନେ କାର୍ଯ୍ୟକରୁଥିଲ , ଯଦିଓ ତୁମ୍ଭମାନଙ୍କର କର୍ତ୍ତା ନ ଦେଖୁନଥିଲେ ମଧ୍ୟ”

ନିଜେ ଖ୍ରୀଷ୍ଟଙ୍କର ଦାସମାନଙ୍କ ପରି

ଜଗତର କର୍ତ୍ତାଙ୍କୁ ସେବାକର ଯେପରି ତୁମ୍ଭମାନଙ୍କର ଜଗତର କର୍ତ୍ତା ଖ୍ରୀଷ୍ଟ ନିଜେ ଥିଲେ |

ସ୍ୱଚ୍ଛନ୍ଦରେ ପ୍ରଭୁଙ୍କ ସେବା କଲା ପରି ଏବଂ ଠିକ ଲୋକମାନଙ୍କ ପାଇଁ ନୁହଁ

“ ଆନନ୍ଦରେ କାର୍ଯ୍ୟ କର ଯେପରି ତୁମେ ପ୍ରଭୁଙ୍କ ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ଠିକ ଲୋକମାନଙ୍କ ପାଇଁ ନୁହଁ”

ସ୍ମରଣରେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ଯାହାକିଛି ଉତ୍ତମ ଅଛି, ସେ ପ୍ରଭୁଙ୍କଠାରୁ ଗୋଟିଏ ପୁରସ୍କାର ଗ୍ରହଣ କରିବ

“ସ୍ମରଣ କର ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ଉତ୍ତମ କର୍ମ ପ୍ରଭୁଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ”