Door43-Catalog_or_tn/EPH/05/31.md

698 B

ଏହି କାରଣରୁ

“ଏହି ଉଦ୍ଦେଶ୍ୟରୁ”

ନିଜକୁ ସେହିପରି ନିଜ ସ୍ତ୍ରୀକୁ ଭଲ ପାଇବା ଉଚିତ

ଶବ୍ଦଟି "ତାଙ୍କ" ଏବଂ "ନିଜକୁ" ପୁରୁଷ ବିଶ୍ୱାସୀ ଯିଏ ବିବାହିତକୁ ବୁଝାଏ |

ସ୍ତ୍ରୀ ଆପଣା ସ୍ୱାମୀକୁ ଭକ୍ତି କରିବା ଉଚିତ

“ ସ୍ତ୍ରୀ ଆପଣା ସ୍ୱାମୀକୁ ଶ୍ରଦ୍ଦା କରିବା ଉଚିତ” ବା “ସ୍ତ୍ରୀ ଆପଣା ସ୍ୱାମୀକୁ ସମ୍ମାନ କରିବା ଉଚିତ”