Door43-Catalog_or_tn/EPH/05/25.md

2.5 KiB
Raw Permalink Blame History

ତୁମ୍ଭମାନଙ୍କର ସ୍ତ୍ରୀମାନଙ୍କୁ ପ୍ରେମ କର

“ପ୍ରେମ” ନିଃସ୍ୱାର୍ଥ,ସେବା ବା ପ୍ରେମ ଦେବାକୁ ବୁଝାଏ |

ନିଜକୁ ତାଙ୍କ ପାଇଁ ଦେଲେ , ଯାହା ସେ ତାଙ୍କୁ ପବିତ୍ର କରିପାରେ କାରଣ ସେ ଆମ୍ଭମାନଙ୍କୁ ଧୌତ କଲେ

ଶବ୍ଦଟି “ନିଜେ” ଏବଂ “ସେ” ଖ୍ରୀଷ୍ଟଙ୍କୁ ବୁଝାଏ ଯେତେବେଳେ ଶବ୍ଦଗୁଡିକ “ତାଙ୍କ” ଏବଂ “ଆମ୍ଭମାନଙ୍କୁ” ମଣ୍ଡଳୀକୁ ରେ କାରଣ ସେ ଆମ୍ଭମାନଙ୍କୁ ଧୌତ କଲେ
ଶବ୍ଦଟି “ନିଜେ” ଏବଂ “ସେ” ଖ୍ରୀଷ୍ଟଙ୍କୁ (ବା ସମସ୍ତ ମଣ୍ଡଳୀର ବିଶ୍ୱାସୀମାନଙ୍କୁ ବୁଝାଏ)

ନିଜକୁ ନିଜେ ତାହାଙ୍କ ପାଇଁ ଦେଲେ

“ଖ୍ରୀଷ୍ଟ ତାହାଙ୍କ ପାଇଁ ସମସ୍ତ ତ୍ୟାଗ କଲେ ”

ସେ ବାକ୍ୟରୂପ ଜଳରେ ଆମ୍ଭମାନଙ୍କୁ ଧୌତ କଲେ

ସମ୍ଭାବ୍ୟ ଅର୍ଥଗୁଡିକ ଅଛି ୧) ପାଉଲ ଈଶ୍ୱରଙ୍କ ଦ୍ୱାରା ଧୌତ ଏବଂ ଖ୍ରୀଷ୍ଟରେ ଜଳ ଦୀକ୍ଷା ମାଧ୍ୟମ ବିଷୟକୁ ବୁଝାଏ ବା ) ପାଉଲ କହୁଛନ୍ତି ଈଶ୍ୱର ଆମ୍ଭମାନଙ୍କ ପାପସବୁରୁ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଆତ୍ମିକତା ଧୌତ କଲେ ଯେପରି ଆମ୍ଭେମାନେ ଆମ୍ଭମାନଙ୍କର ଶରୀରଗୁଡିକୁ ଜଳରେ ଧୌତ କରୁ | (ଦେଖ: ତୁଳନା)

ସେ ଯେପରି ନିଜେ ନିଜକୁ ମଣ୍ଡଳୀରେ ଉପସ୍ଥିତ କରାଇପାରନ୍ତି

“ଯେପରି ଖ୍ରୀଷ୍ଟ ନିଜକୁ ମଣ୍ଡଳୀରେ ଉପସ୍ଥିତ କରାଇପାରନ୍ତି ”

ନିଷ୍କଳଙ୍କ ବା ନିଖୁନ୍ତ

ସମାନ ଚିନ୍ତା ଦୁଇ ଭାଗ ବ୍ୟବହାରରେ ଗୁରୁତ୍ୱ ଦିଏ ଯେ ଖ୍ରୀଷ୍ଟ ମଣ୍ଡଳୀ ସିଦ୍ଧ କରିବେ | (ଦେଖ: ଦୈତବୋଧକ)