Door43-Catalog_or_tn/EPH/05/18.md

951 B

ଆଉ ଦ୍ରାକ୍ଷାରସରେ ମତ୍ତ ନ ହୁଅ

“ଆଉ ତୁମ୍ଭେମାନେ ଦ୍ରାକ୍ଷାରସରେ ମତ୍ତତାରୁ ଦୂରରେ ରୁହ ”

ତା'ବଦଳରେ ପବିତ୍ର ଆତ୍ମା ସହ ପୂର୍ଣ୍ଣ ହୁଅ

“ତା'ବଦଳରେ ତୁମ୍ଭେମାନେ ପବିତ୍ର ଆତ୍ମା ସହ ପୂର୍ଣ୍ଣ ହେବା ଉଚିତ”

ସ୍ତୋତ୍ର ଓ ଗୀତ ଗାନରେ ଓ ସଂକୀର୍ତ୍ତନ କର

“ଈଶ୍ୱରଙ୍କୁ ସମସ୍ତ ପ୍ରକାର ମାଧ୍ୟମରେ ଗୀତ ଗାନ କର ”

ସର୍ବଦା ଧନ୍ୟବାଦ ଦେଉଥାଅ

“ସର୍ବଦା ଧନ୍ୟବାଦ ଦିଅ”

ପରସ୍ପରକୁ ବଶୀଭୂତ କର

“ପରସ୍ପରକୁ ନମ୍ରତା ସହ ବଶୀଭୂତ ହୁଅ ”