Door43-Catalog_or_tn/EPH/05/13.md

1.6 KiB

ସମସ୍ତ ବିଷୟ ଆଲୋକ ଦ୍ୱାରା ପ୍ରକାଶିତ ହୋଇଥାଏ

ଠିକ ଯେପରି ଜଗତରେ ଗୁପ୍ତ ପ୍ରାକୃତିକ ବିଷୟ ଲୁଚି ଥିଲା ଆଲୋକ ତାହା ପ୍ରକାଶ କରେ , ସେପରି ଖ୍ରୀଷ୍ଟଙ୍କ ଆଲୋକ ଜଗତର ଆତ୍ମିକତାରେ ଅବିଶ୍ୱାସୀମାନଙ୍କ ମନ୍ଦ ଶକ୍ତିର କାର୍ଯ୍ୟଗୁଡିକରେ ପ୍ରକାଶ ହୁଏ | (ଦେଖ: ତୁଳନା)

ତୁମେ ଯିଏ ନିଦ୍ରିତ,ଜାଗ, ଏବଂ ମୃତମାନଙ୍କ ମଧ୍ୟରୁ ଉଠ

ଅବିଶ୍ୱାସୀମାନେ ଆତ୍ମାରେ ଯେ ମୃତ ମଧ୍ୟରୁ ଉଠିବାର ଆବଶ୍ୟକତା ରହିଛି ଠିକ ଯେପରି ଜଣେ ବ୍ୟକ୍ତି ଯିଏ ମୃତ ଆଉଥରେ ଉତ୍ତର ଦେବା ପାଇଁ ବଞ୍ଚିବା ଉଚିତ | (ଦେଖ: ତୁଳନା)

ଖ୍ରୀଷ୍ଟ ତୁମ୍ଭଙ୍କୁ ଆଲୋକ ପ୍ରଦାନ କରିବେ

ଖ୍ରୀଷ୍ଟ ଜଣେ ଅବିଶ୍ୱାସୀକୁ କ୍ଷମା ଏବଂ ନୂଆ ଜୀବନର ଆବଶ୍ୟକତାକୁ ବୁଝିବା ସକ୍ଷମ ହେବ ଠିକ ଯେପରି ଆଲୋକ କଣ ପ୍ରକୃତରେ ସେଠାରେ ଅଛି ତାହା ଅନ୍ଧକାରରେ ଗୁପ୍ତ ଥିଲା ପ୍ରକାଶ ହେବ | (ଦେଖ: ତୁଳନା)