Door43-Catalog_or_tn/EPH/05/08.md

2.2 KiB

ତୁମ୍ଭେମାନେ ଦିନେ ଅନ୍ଧକାରରେ ଥିବା ହେତୁ

ଠିକ ଯେପରି ଜଣେ ଅନ୍ଧାରରେ ଦେଖି ପାରେ ନାହିଁ, ସେପରି ଯିଏ ଆତ୍ମିକ ବୁଝାବଣାର ଅଭାବରେ ପାପରେ ରହନ୍ତି | (ଦେଖ: ତୁଳନା)

କିନ୍ତୁ ଏବେ ତୁମ୍ଭେମାନେ ପ୍ରଭୁରେ ଅଲୋକର ଅଟ

ଠିକ ଯେପରି ଜଣେ ଆଲୋକରେ ଦେଖି ପାରେ , ସେପରି ଯିଏ ଆତ୍ମିକ ବୁଝାବଣାରେ ଧର୍ମିକତାରେ ରହନ୍ତି | (ଦେଖ: ତୁଳନା)

କାରଣ ଅଲୋକର ଫଳ ସମସ୍ତ ଉତ୍ତମତା, ଧର୍ମିକତା ଏବଂ ସତ୍ୟତା ଅଟେ

ଗୋଟିଏ ବିଶ୍ୱାସୀ ଜୀବନଠାରୁ କର୍ମଗୁଡିକ ଆସେ (ଉତ୍ତମତା, ଧର୍ମିକତା ଏବଂ ସତ୍ୟତା) ଯାହାକି ସୁସ୍ଥ ଗଛରୁ ଉତ୍ତମ ଫଳ ଉତ୍ପନ୍ନ ଦୁଏ |(ଦେଖ: ତୁଳନା)

ଅନ୍ଧକାରର ଅଫଳନ୍ତି କାର୍ଯ୍ୟଗୁଡିକ ସହିତ କୌଣସି ସହଯୋଗ ରହି ନାହିଁ

“ପାପ ବା ଅବିଶ୍ୱାସୀର ଅଫଳନ୍ତି କାର୍ଯ୍ୟଗୁଡିକ ସହ କୌଣସି ସହଯୋଗ ନାହିଁ ”

ଅନ୍ଧକାରର ଅଫଳନ୍ତି କାର୍ଯ୍ୟଗୁଡିକ

ଯାହାର କାର୍ଯ୍ୟଗୁଡିକ ଆତ୍ମିକ ଅନ୍ଧକାରରେ ବାସ କରନ୍ତି ଯେପରି ରାତ୍ରରେ ଅନ୍ଧକାରର ଗୁପ୍ତ ମନ୍ଦ କାର୍ଯ୍ୟଗୁଡିକ ଯିଏ କରେ ଲୋକମାନଙ୍କର ମନ୍ଦ କର୍ମଗୁଡିକ ସମାନ ଅଟେ | (ଦେଖ: ତୁଳନା)

କିନ୍ତୁ ସେହିସବୁ ସେମାନେ ପ୍ରକାଶିତ ହୁଅନ୍ତି

“କିନ୍ତୁ ସେହିସବୁ ସେମାନଙ୍କର ଭୁଲ ପ୍ରକାଶିତ ହୁଅନ୍ତି ”