Door43-Catalog_or_tn/EPH/05/03.md

2.0 KiB

ଯେପରି ଈଶ୍ୱରଙ୍କ ନିମନ୍ତେ ପୃଥକୀକୃତ ଯେଉଁମାନେ ବ୍ୟଭିଚାର ବା ସମସ୍ତ ପ୍ରକାର ଅଶୁଚିତା ବା ଲୋଭ ତୁମ୍ଭମାନଙ୍କ ମଧ୍ୟରେ ସ୍ଥାନ ନ ପାଉ

“ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ଯଦିବା ବ୍ୟଭିଚାର ମନୋଭାବ ବା ସମସ୍ତ ପ୍ରକାର ଅଶୁଚିତା ବା ଲୋଭ ତୁମ୍ଭମାନଙ୍କ ମଧ୍ୟରେ ପ୍ରବେଶ ନ କରୁ ”

ବ୍ୟଭିଚାର

“ବ୍ୟଭିଚାର ପାପ” ବା “କୁତ୍ସିତ ବ୍ୟବହାର ”

କୌଣସି ଅସାର କଥା

“କୌଣସି ହାସ୍ୟପରିହାସ ବିଷୟ”

ଲୋଭ

“ଅନ୍ୟର କଣ ଯାହାଅଛି ବାଞ୍ଛା କରିବା ”

ତୁମ୍ଭମାନଙ୍କ ମଧ୍ୟରେ ଅନୁଚିତ ହେଉ

“ତୁମ୍ଭମାନଙ୍କ ମଧ୍ୟରେ ସୂଚିତ ହୁଅ ନାହିଁ ” ବା “ତୁମ୍ଭମାନଙ୍କ ମଧ୍ୟରେ ଉଦ୍ଭାବନ କରିବା ଉଚିତ ନୁହଁ ”

ଯେଉଁମାନେ ଈଶ୍ୱରଙ୍କ ନିମନ୍ତେ ପୃଥକୀକୃତ ଏପରି ହେବ

“ତୁମ୍ଭମାନଙ୍କର ବ୍ୟବହାର ଈଶ୍ୱରଙ୍କ ସାଧୁଲୋକଙ୍କ ପରି ସର୍ବଦା ହେବା ଉଚିତ”

ଅଶ୍ଲୀଳ ନୁହଁ , ଅନୁପଯୁକ୍ତ କଥା, ବା ହାସ୍ୟପରିହାସ , ଯେଉଁଟା ଯୁକ୍ତିଯୁକ୍ତ ନୁହଁ , ବରଂ ଧନ୍ୟବାଦ ଦିଆଯାଉ

“ତୁମ୍ଭମାନଙ୍କର କଥା ଧନ୍ୟବାଦରେ ଭରିଯାଉ, ଅସାର କଥାରେ ନୁହଁ ଏବଂ ଅନୁପଯୁକ୍ତ କଥା, ବା ହାସ୍ୟପରିହାସ ନୁହଁ”